STORYMIRROR

Omprakash Biswal

Others

3  

Omprakash Biswal

Others

ମୁଁ ବି ବିଭୋର, ତମେ ବି ବିଭୋର

ମୁଁ ବି ବିଭୋର, ତମେ ବି ବିଭୋର

1 min
228


ଶ୍ରାବଣର ପହିଲି ବର୍ଷାରେ  

ଭିଜାମାଟିର ବାସ୍ନା ପରି  

ତମ ଦେହର ଭୁରୁଭୁରୁ ଗଂଧ  

ମୋତେ ଆନମନା କରେ  

ମନ ଖୋଜେ ତମକୁ  

ଏ ବର୍ଷା ରେ  

ତମେ ଥାଂତକି ମୋ ପାଖରେ  

ତମେ ବର୍ଷାରେ ଭିଜୁଥାଂତ  

ମୁଁ ତମ ପ୍ରେମ ରେ ଭିଜୁଥାଂତି  

ଭିଜିଭିଜି ଆମେ ଦୁହେଁ  

ପାଲଟଂତେ ଦେହରୁ ବିଦେହ  

ତମେ ବି ବିଭୋର ମୁଁ ବି ବିଭୋର   


          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍