STORYMIRROR

Aditya Prasad Mishra

Others

2  

Aditya Prasad Mishra

Others

ମୋ ପ୍ରିୟା

ମୋ ପ୍ରିୟା

1 min
14K


ସାଥୀ ଅନାମିକା ପ୍ରିୟା ମୋ ନାୟିକା

                                       ସପନ ସୁନ୍ଦରୀ ମୋ ମନ ମୋନିକା,

ଲାଜ କୋଳି ଲତା କହେ ସିଏ କଥା

                                       ରୁପରେ ମାନସୀ ସେହି ମୋ ଗାୟିକା

ଅଖିରେ ଭରା ତା କଜ୍ୱଲ ଗାର

                                       ମନକୁ ମୋରୋ କଲା ସୁନ୍ଦର

ଜନ୍‌ହ ରେ ଥାଉକି ତାରା ରେ ଥାଉ

                                       ମୋ ମାନସ ପଟରେ ସାଇତି ରହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍