STORYMIRROR

Prabhat kumar Sahu

Others

3  

Prabhat kumar Sahu

Others

ମେଘ

ମେଘ

1 min
204

ବର୍ଷା ଆସିଲେ ଝରକା ଖୋଲେ

ସ୍ମୃତି ସବୁ ପିଆଲା ରେ ଢାଳି ରଖେ

ବର୍ଷା ଛିଟାକୁ ମିଶେଇ ସେଥିରେ

ପିଇଦେଇଥାଏ ଢୋକେ ଢୋକେ

ମନ ହେଇଯାଏ ମତୁଆଲା ମୋର

ଲାଗେ ମଧୁଶାଳା ଅଛି ପାଖେ

ପିଆଲା ମୁହଁ ର ଚହଲା ପାଣି ରେ

ତମ ଚେହେରାକୁ ଯେବେ ଦେଖେ।।



Rate this content
Log in

More oriya poem from Prabhat kumar Sahu