STORYMIRROR

Er Pabitra Behera

Others

3  

Er Pabitra Behera

Others

ମାେ ଘର

ମାେ ଘର

1 min
230


ଏଇଟି ମୋହରି ଛୋଟିଆ ଘର

ଏ ଘରେ ରହନ୍ତି ମାେ ପରିବାର ।।

ଘରେ ମୋର ବାପା ମା ଥାଆନ୍ତି

ସଭିଏଁ ମତେ ଭଲ ପାଆନ୍ତି ।।

ଏ ଘରେ ଥାଏ ମୋର ଜେଜି ମା

ଖାଇବାକୁ ଦିଏ ମାଣ୍ଡିଆ ଚୁନା ।।

ସଞ୍ଜ ହେଲେ ବସେ ଜେଜେ ଙ୍କ ପାଖେ

ରାତି ସରିଯାଏ ତାଙ୍କରି ପାଖେ ।।

ସ୍କୁଲ୍ ଛୁଟି ହେଲେ ଗ୍ରୀଷ୍ମ ରେ

ମାମୁଁ ଘର ଯାଏ ମନ ଖୁସି ରେ ।।

ସେ ଘର କୁ କେବେ ଭୁଲିବି ନାହିଁ

ନଇଁଥିବ ମଥା ତାଙ୍କରି ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Er Pabitra Behera

ମାେ ଘର

ମାେ ଘର

1 min ପଢ଼ନ୍ତୁ