STORYMIRROR

sahu akshayakumar

Others

3  

sahu akshayakumar

Others

ମାଆ ପରି କିଏ ହେବ

ମାଆ ପରି କିଏ ହେବ

1 min
349

ଗର୍ଭଟି ତାହାର ଅତଳ ସମୁଦ୍ର,

ଦୁଃଖ ନେଇ ସୁଖ ଦିଏ..


ନିଜେ ଖାଏ କ୍ଷାର..

ମୋତେ ଦିଏ କ୍ଷୀର..

ନିଜେ ପିନ୍ଧେ କନା..

ମୋତେ ପିନ୍ଧାଏ ସୁନା..

ନିଜେ ଗାଏ ଗୀତ..

ମୋତେ ଶିଖାଏ ସଙ୍ଗୀତ..

ନିଜେ କହେ ମିଛ..

ମୋତେ ଶିଖାଏ ସତ..

ନିଜେ କରେ ଘର କାମ..

ମୋତେ ଶିଖାଏ ବ୍ୟାୟାମ..

ମୋ ମାଆ ପରି କିଏ ହେବ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍