STORYMIRROR

Er Jayashree Jena

Others

2  

Er Jayashree Jena

Others

ମା : ପ୍ରେମର ପରିଭାଷା

ମା : ପ୍ରେମର ପରିଭାଷା

1 min
13.3K


କେବେ ଅନ୍ଧକାରରେ ଆଶାର ଦୀପ ଶିଖା
ତ କେବେ ବିବ୍ରତ ମନର ଗୋପ ସାଖି
କେବେ ସେ ସ୍ନେହମୟୀ ତ କେବେ
ଯନ୍ତ୍ରଣାମୟ ଜୀବନର ମିଠା ଅନୁଭୂତି
ଡହ ଡହ ଖରାରେ ବୃକ୍ଷ ଛାଇ ଭଳି
ତା ପଣତକାନିର ପରଷ ପ୍ରୀତିି
ସେ ଦୁନିଆର ଏକ ସୁନ୍ଦର ସୃଷ୍ଟି
ନେଇଛିି ମମତାମୟୀ ମା'ର ଆଖ୍ୟାଟି
ତା'ର ମୁୁୁଖ ନିିସୃତ ଭାଷା
ଆମ ପାଇଁ ବୋଲାଏ ମାତୃଭାଷା
ମା ଲୋ ତୁମେ ତ କେବଳ
ଏକ ପ୍ରେମର ପରିଭାଷା


Rate this content
Log in