STORYMIRROR

Susanta Donor

Others

3  

Susanta Donor

Others

କୁଳାଙ୍ଗାର

କୁଳାଙ୍ଗାର

1 min
275

ଦୁନିଆର ଲୋକମାନେ

ସମ୍ବୋଧନ କରନ୍ତି ଅଶିକ୍ଷିତ

ସରକାରୀ ରେକର୍ଡ 

ନାଗରା ପିଟେ ନିରକ୍ଷର

ନିଜର ଅର୍ଦ୍ଧାଙ୍ଗିନୀ

ବଡ ପାଟିରେ ଡାକେ ଅଯୋଗ୍ୟ

ଜନ୍ମିତ ପିଲାଝିଲା 

ରାଗିଲେ କୁହନ୍ତି ତୁମେ ମୂର୍ଖ 

 ଆପଣାର ସାଙ୍ଗସାଥୀ 

 ଦେଖାହେଲେ କୁହନ୍ତି ବେରୋଜଗାର

 ବୁଢା ଲୋକମାନେ

 ବଜାର ହାଟରେ

 ବସି ଥଟା କରନ୍ତି

 ହେଇ ଦେଖ ଆସିଲା କୁଳାଙ୍ଗାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍