STORYMIRROR

Pritish Selma

Others

3  

Pritish Selma

Others

କୋରୋନା ମହାମାରୀ

କୋରୋନା ମହାମାରୀ

1 min
11.7K

ଧନ୍ୟ ଧନ୍ୟ ପ୍ରଭୁ,

ଧନ୍ୟ ତୁମର୍ ଲିଲା।

କାହିଁ ଚାଇନା ର କୋରୋନା 

ଆମର୍ ବଲାଙ୍ଗୀର କେ ପଲେଇ ଆଏଲା।


ପେଟ୍ ପୁସବାର୍ ଲାଗି

ଦିନ୍ ରେତ୍ ଖଟୁଥିଲେ ଦାଦା ଭାଇ ଆମର୍ ବାହାରେ...

ସେନୁ ଜେବେ ଫିରଲେ

ନିଜର୍ ଘର୍ ଛାଡ଼ି କରି ରହୁଛନ୍ ଗାଁ ବାହାରେ।


କେନୁ ଥିଲା ସତେ ଏଢେ ଟେ ବିପଦ୍ ,!

ଧାଏଁ କରି ମାଡ଼ି ଆଏଲା,....

ନାଇଁ ଦେଖିହେଲା ବୈଶାଖ ମେଲା ,

ବିହା ଭୁଜି ବି ବନ୍ଦ ହେଇଗଲା।


ଧନ୍ୟ ଧନ୍ୟ ପ୍ରଭୁ

ଧନ୍ୟ ତୁମର୍ ଲିଲା

କାହିଁ ଚାଇନା ର କୋରୋନା

ଆମର୍ ବଲାଙ୍ଗୀର କେ ପଲେଇ ଆଏଲା।


ଦୁକାନ୍ ବଜାର୍ ସବୁ ବନ୍ଦ୍ ହେଲା

ବନ୍ଦ୍ ହେଲା ସ୍କୁଲ୍ କଲେଜ୍,

ବନ୍ଦ୍ ହେଲା ସବୁ ପୂଜା ପାଟ୍ ତୁମର୍

 ହେଲା କେନ୍ତା ଇଟା ଅସୁବିଧା....


ଧନ୍ୟ ଧନ୍ୟ ପ୍ରଭୁ

ଧନ୍ୟ ତୁମର୍ ଲିଲା...

କାହିଁ ଚାଇନା ର କୋରୋନା

ଆମର୍ ବଲାଙ୍ଗୀର କେ ପଲେଇ ଆଏଲା....


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍