STORYMIRROR

JUGMAYA ROUT

Others

2  

JUGMAYA ROUT

Others

କିଏ ତୁମେ....ଅଜଣା ପରୀ

କିଏ ତୁମେ....ଅଜଣା ପରୀ

1 min
13.6K


ନିରବ ନିଦରେ ଶୋଇ ଯାଇଥିଲି ମହକର ଶେଜ ପରେ,

ଜହ୍ନ ଆଲୁଅକୁ ଡାକି ତୁ ଆଣିଲୁ ତୋର ସେ ମିଠା ଛୁଆଁରେ।

ଭାଗିଂ ଗଲା ନିଦ ଖୋଜି ମୁଁ ପାଉନି ଦେଲୁ ଏମିତିକା ଛୁଆଁ,

ପାଗଳ ମୁଁ ସତେ କଲୁ କି କିମିଆ ଲାଗେ ମୋତେ ସବୁ ନୂଆ।

ମୋତେ କାହିଁ ଲାଗେ ତୁମେ ମୋର ସତେ ଅଲିଭା ସ୍ମୃତିର ଧାରା,

ସ୍ୱପ୍ନମେଳନରେ କରିଲୁ ନିଜର ଦେ ମୋତେ ଥରେ ଧରା।

ଖୋଜୁଛି ମୁଁ ତୋତେ ମୋ ମନରେ ଏତେ କିଏ ତୁ....

ଅଜଣା ପରି,

ଥରୁଟିଏ ମୋତେ କହି ଦେ ତୁ ସତେ ପରି ନା ତୁ ଅପସରି।


ଯୁଗ୍ମୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍