Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakeshkumar Raka

Others

2  

Rakeshkumar Raka

Others

ଖୋଜୁଛି ତୁମକୁ

ଖୋଜୁଛି ତୁମକୁ

1 min
200


ତୁମକୁ ଖୋଜୁଛି ଶୂନ୍ୟ ପରାଗରେ

    ଏକା ଏକା ମୁହିଁ ଆଜି 

ତୁମକୁ ଲୋଡୁଚି ନୀଳ ଦରିଆରେ

    ପଥହରା ମୁହିଁ ଅlଜି ।


ନୀରବରେ ରହି କି ଗୀତ ଗାଉଚି 

    ଭାଷାମୁଁ ପାରୁନି ଜାଣି 

ଏକି ସେହି ଭାଷା ଯେଉଁ ଭାଷା ଥରେ 

    ମନ ନେଇଥିଲା ଟାଣି ।


ତୁମ ପାଖେ ମୁହିଁ ପରାସ୍ତ ହେଲିଣି 

   ଲୁହ ଭରା ମୋର ଆଖି 

 ମୃତ୍ୟୁକୁ ତୁମେ ଜୟ କରି ଅଛ 

   ତୁମେ ତ ଅମର ଯାତ୍ରୀ ।।



Rate this content
Log in