STORYMIRROR

ODIA KABITA

Others

3  

ODIA KABITA

Others

କବିତା 1

କବିତା 1

1 min
321

ଝିଅଙ୍କ ପୋଷ୍ଟ ରେ ହଜାରେ ଲାଇକ୍

     ପୁଅଙ୍କୁ ମିଳୁନି ଗୋଟେ

 ପୁଅ ଯେତେ ଭଲ ପୋଷ୍ଟ କରିଲେ

     ଲାଇକ୍ ମିଳୁନି ମୋଟେ,,

ଝିଅଙ୍କ ନାଁ ଦେଖି ଟୋକା ଯାଆନ୍ତି ଲାଖି

     ଚେକ୍ କରନ୍ତି ତାଙ୍କ ଡିପି

ପୁଅଙ୍କ ନାଁ ଦେଖି ଫେରେଇ ନିଅନ୍ତି ଆଖି

     ବଢିଯାଏ ଟୋକାଙ୍କ ବିପି,,

 ଝିଅ ସୁନ୍ଦର ହେଉ କି ଅ ସୁନ୍ଦର ହେଉ

     ଟୋକା ଲେଖନ୍ତି ବିଉଟିଫୁଲ୍

 ଆଉ କେଉଁ ଫୋଟ ଯେତେ ସୁନ୍ଦର ଥାଉ

     ଟୋକା ଦେଖନ୍ତି ନି ବିଲ୍ କୁଲ

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ODIA KABITA

କବିତା 1

କବିତା 1

1 min ପଢ଼ନ୍ତୁ