STORYMIRROR

Biswaranjan Sahoo

Others

2  

Biswaranjan Sahoo

Others

କାଳିଆ ଠାକୁର

କାଳିଆ ଠାକୁର

1 min
86

ବହୁ ଆଶାନେଇ ଅପେକ୍ଷାରେ  

ଅଛି ଯିବି ମୁହିଁ ଶଙ୍ଖକ୍ଷେତ୍ର , 

ଦର୍ଶନ କରିବି କଳାଠାକୁରଙ୍କୁ  

ପବିତ୍ର ହେବ ମୋ ନେତ୍ର ।    


ସାଇତି ରଖିଛି ମନରେ ବେଦନା 

ଜଣାଇବି ଦେଖା ହେଲେ ,     

ଦୂର ହୋଇଯିବ ଜୀବନର ଦୁଃଖ

ତାଙ୍କରି କରୁଣାବଳେ ।                                                        


Rate this content
Log in

More oriya poem from Biswaranjan Sahoo