STORYMIRROR

Ayushman gouda

Children Stories

3  

Ayushman gouda

Children Stories

ଜୀବନେ ଯୌବନେ

ଜୀବନେ ଯୌବନେ

1 min
290

ଯାହା କରି ନାହିଁ     ଜୀବନେ ଯୌବନେ

     ତମ ପାଇଁ କରେ ନିତି

ଜାଣି ନ ପାରଇ     କେଜାଣି କାହିଁକି

    ଦୁର୍ବଳତା ତୁମ ପ୍ରତି


ନିଶୟ କାଉଁରୀ    ମନର ଜାଣିଛି

    ଭିଡି ନେଲ ହୃଦ ତଟେ

ମୁଁ ବି ତ ଭୋଳେ     ସହଜେ ସରଳେ

     ଚାଲିଲି ଅମଡା ବାଟେ ।


ଯଦି ବିଶ୍ୱାସରେ     ବିଷ ଦିଅ ତମେ

     ପିଇ ଦେବି ଅଜାଣତେ

ନିରବେ ସହିବି    ବିଷ ଜ୍ୱାଳା ସିନା

    କଣ୍ଟା ହେବି ନାହିଁ ବାଟେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍