ହୃଦୟର ଭାଷା
ହୃଦୟର ଭାଷା
1 min
438
ପ୍ରଥମ ଦେଖାରେ କରିଲ ନିଜର
ଆଖିରେ ମିଶାଇ ଆଖି ,
ସେହି ଦିନୁ ତୁମ ପ୍ରେମରେ ପଡିଲି
ମନ ରହିଗଲା ଲାଖି ।।
