ହେ ଯଦୁବଂଶୀ
ହେ ଯଦୁବଂଶୀ
1 min
786
ହେ ଯଦୁବଂଶୀ
କି ଯଶ ଅର୍ଜିଲ
ନାସ କରି ଯଦୁବଂଶ
ରଚି ମହାଭାରତ
ନିରସ୍ତ୍ର ହେବାର
ପ୍ରତିଜ୍ଞା କରି ତମେ
ଶବ୍ଦ ବାଣରେ
ସଙ୍ଘାରିଳ କେତେ
ଶତ୍ରୁପକ୍ଷ ।
ଲୋକେ କହି ପାରନ୍ତି
ସତ୍ଯର ହେଲା ଜୟ
କିନ୍ତୁ
ପ୍ରତିଟି ରଥିଙ୍କ ନିର୍ବାଣରେ
ଥିଲା ତୁମ ଚକ୍ରାନ୍ତର ହାତ ।
