STORYMIRROR

somyashree sahoo

Others

3  

somyashree sahoo

Others

ଗୁରୁ

ଗୁରୁ

1 min
217

ଗୁରୁ ଜ୍ଞାନେ ଥାଏ କି କରୁଣା

   ମରୁଭୂମି ହୁଏ ଶ୍ୟାମଳ ବିଛଣା ।


ଗୁରୁଙ୍କ ମହିମା ଅପାର

    ସେତ ସ୍ବୟଂ ଠାକୁର ।


କୋଟି ପାତକରେ ପୂର୍ଣ୍ଣ ଛାୟା

    ଗୁରୁଙ୍କ ମହିମା ମୃଗ ମାୟା ।


ଗୁରୁ ଜୀବନୀ ଆଦ୍ୟ ରେଖା

  ଗୁରୁ ଅସୀମ ସ୍ନୀଗାଧ ଲେଖା ।


ହେମ କାକରର ମୁକ୍ତା ବିନ୍ଦୁ

   ସେ ମୁକ୍ତି ବି ପୁର୍ଣ୍ଣମୀ ଇନ୍ଦୁ ।


Rate this content
Log in

More oriya poem from somyashree sahoo