ଗଣେଶ ପୂଜା
ଗଣେଶ ପୂଜା
1 min
148
ଭାଦ୍ରବ ମାସର ଚତୁର୍ଥୀ ତିଥିରେ
ଶ୍ରୀ ଗଣେଶ ପୂଜା ହୁଏ
ଭକତି ଭାବ ରେ ଶିକ୍ଷାନୁଷ୍ଠାନରେ
ପୂଜା ପାଠ କରାଯାଏ ।
ବିଘ୍ନ ବିନାଶକ ହେ ପ୍ରଭୁ ଗଣେଶ
ସର୍ବ ଜ୍ଞାନ ର ଭଣ୍ଡାର
ତବ କୃପା ବଳେ ଅଜ୍ଞାନ ତିମିର
ନିମିଷକେ ହୁଏ ଦୂର ।
ତୁମରି ଦୟା ରୁ ଅଧମ ମୂରୁଖ
ଲଭନ୍ତି ଜ୍ଞାନୀ ପଣ୍ଡିତ
ଅବାଟକୁ ଗଲେ ଦେଖାଅ ପ୍ରଭୁ ହେ
ସତ୍ୟ,ଧର୍ମ, ନ୍ୟାୟ ପଥ ।
ପ୍ରତି ଶୁଭ କାର୍ଯ୍ୟେ ଧରି ତୁମ ନାମ
ଜପନ୍ତି ଧାର୍ମିକ ଜନ
ତୁମରି ନାମ କୁ ସୁମରଣ। କରି
ଲଭନ୍ତି ଅ ପ ।ର ଜ୍ଞାନ।
ହେ ମଙ୍ଗଳମୟ ଦୟାଳୁ ଗଣେଶ
ସର୍ବ ଦୁଃଖ ବିନାଶକ
ପାର୍ବତୀ ନନ୍ଦନ ହେ କଲ୍ୟ।ଣମୟ
ସୁଖ ଶାନ୍ତି ପ୍ରଦ।ୟକ।

