STORYMIRROR

Samikshya Rana

Others

5.0  

Samikshya Rana

Others

ଘର

ଘର

1 min
375


ଘର ଅଟେ ମୋର ସରଗପୁର

ସଦସ୍ଯ ମୋ ଦିଅଁ ଦେବତା

ସ୍ନେହ ପ୍ରୀତି ଭରା ଅଗଣା ମୋହର

ସତେ କି ମହକ ଭରା

ମିଳଇ ଆଶିଷ ସୁଖସମ୍ପଦ

ଗୁରୁଜନଙ୍କ ମେଳରେ

କଟିଯାଏ ଦୁଃଖ କଷଣ ସମୟ

ଲଘୁଜନ ହସ ମେଳରେ

ଦିଅଁଙ୍କ ପାଖରେ ଏତିକି ମିନତି

ରଖିଥାଅ ମୋତେ ଏମିତି

ଘରର ଅଗଣା ବାସୁ ମହମହ

ପ୍ରେମ ବଢୁଥାଉ ସେମିତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Samikshya Rana

ଘର

ଘର

1 min ପଢ଼ନ୍ତୁ