Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

ଏମିତି ତ କେହି ନାହିଁ

ଏମିତି ତ କେହି ନାହିଁ

1 min
4



ଏମିତି ତ କେହି ନାହିଁସଂସାର ରେ ନାହିଁ

ମଳୟ ତ ଛୁଇଁ ନାହିଁ 

ଜୀବନେ ବସନ୍ତ ଆସିନି ତାହାର 

ପୁଲକିତ ହୋଇ ନାହିଁ !


ମନ ଉପବନେ ଫୁଟିନି ଯାହାର

ପୀରତି ର ଶତ ଦଳ

ମନେ ମନେ ଯିଏ ହୋଇନି ମଧୁପ

 ପିଇନାହିଁ ମଧୁ ସ୍ୱପ୍ନର !


ଶିହରି ଉଠିନି ମୃଦୁ ମଳୟରେ

ଯାହାଙ୍କର ତନୁ ମନ

ବାଟ ଚାଲୁ ଚାଲୁ ଦେଖି ସୁକୁମାରୀ

ହୋଇନାହିଁ ଆନ ମନ !


ବିଳପି ଉଠିନି ତନ୍ତ୍ରୀ ରେ ତନ୍ତ୍ରୀ ରେ

ଅଙ୍ଗେ ଭରା ଯଉବନ

କଳ୍ପନା ରାଇଜେ ହଜି ଯାଇନାହିଁ

ସିଏ ପୁଣି ରାତି ଦିନ !


ବୟସ ବସନ୍ତ ଡେଇଁ ଗଲାପରେ

ଅତୀତ ପଡ଼େନି ମନ

ଅବଶୋଷ ଆଉ ଅନୁତାପ ଅଗ୍ନି

କରିନି ତାକୁ ଦହନ !



Rate this content
Log in