Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rudra malik

Children Stories Fantasy Children

3  

Rudra malik

Children Stories Fantasy Children

ଦୁର୍ନୀତି

ଦୁର୍ନୀତି

1 min
198


ଦୁର୍ନୀତି ଦୁର୍ନୀତି ଦୁର୍ନୀତି,

ସଭିଙ୍କ ପାଇଁ ଏ ଅନୀତି।

ସଭିଏଁ ମିଶି ଏକ ହେବା,

ଦୁର୍ନୀତି ବିରୁଦ୍ଧେ ଲଢିବା।

ଶପଥ କର ମୋର ଭାଇ,

ଦୁର୍ନୀତି ପଥେ ଯିବା ନାହିଁ।

ଭାଈ ଭଉଣୀ ଏକ ହୁଅ,

ଦୁର୍ନୀତି ବିରୁଦ୍ଧରେ କୁହ।

ଦୁର୍ନୀତି ହଟିଗଲେ ଜାଣ,

ସଭିଏଁ ହୋଇବେ ସମାନ।

ଦୁର୍ନୀତି ବିରୁଦ୍ଧେ ଲଢିବା,

ନୀତିକୁ ଗଣିତ ସ୍ଥାପିଵା।

ଶୁଣ ମୋ ଭାଇମାନେ ଶୁଣ,

ଦୁର୍ନୀତି ଏକ ପାପ କର୍ମ।

ଶିକ୍ଷିତ ଠାରୁ ଅଶିକ୍ଷିତ,

ସମସ୍ତେ ହେ‌ ଦୁର୍ନୀତି ଗ୍ରସ୍ତ।

ଦୁର୍ନୀତି ନିବାରଣ ବାଣୀ,

ଶୁଣି ଜାଗ୍ରତ ହୁଅ ପ୍ରାଣୀ।


Rate this content
Log in