STORYMIRROR

Suchismita Sahoo

Others

2  

Suchismita Sahoo

Others

ଵଡ ଅଜଵ ଏ ମନ

ଵଡ ଅଜଵ ଏ ମନ

1 min
94

ଵଡ ଅଜଵ ଏ ମନ 

ଚାହିଁଲେ ଵି ଲେଖି ପାରୁନି 

ମୋ ମନର ଗୋପନ 

କାଳେ କିଏ ପଢିନଵ ମୋ 

ହୃଦୟର ଯନ୍ତ୍ରଣା କୁ 

ସେଥିପାଇଁ ଡରଲାଗେ ଜିଇଁବାକୁ ଜୀବନ 

ବଡ ଅଜଵ ଏ ମନ।। 

ମନ ଚାହେଁ ଦେଖିବାକୁ 

ଅସରନ୍ତି ସପନ ହେଲେ, 

ଡରଲାଗେ କାଳେ କିଏ ଆସି 

ଚୋରି କରି ନେଇ ଯିବ 

ଅଧୁରା ଥିବା ମୋର ସପନ

ବଡ ଅଜଵ ଏ ମନ।।


Rate this content
Log in

More oriya poem from Suchismita Sahoo