STORYMIRROR

Siba Prasad Mishra

Others

2  

Siba Prasad Mishra

Others

ଚୁଡ଼ି

ଚୁଡ଼ି

1 min
14K


ବୈରାଗ୍ୟକୁ ଭାଙ୍ଗି

ଆସିଥିଲ ତୁମେ

ସୀମନ୍ତିନୀ ହାତେ ବଳୟ,,,,

ସ୍ଫଟିକ ଚିକ୍କଣ

ଜ୍ଞାନ ମୂର୍ତ୍ତି ତତ୍ତ୍ଵ

ପ୍ରେମ ପ୍ରଣୟର ନୀଳୟ,,,,

ଅନୁଢାପଣକୁ

ଅବରୁଦ୍ଧ କରି

ମେହିନ୍ଦି ହାତକୁ ସଜାଇ,,,,

ଅବଳା ଅବଶ

ଭାଙ୍ଗିଦେଲ

ତୁମେ ଅବହିତେ ମନ ବନ୍ଧାଇ,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Siba Prasad Mishra

ଚୁଡ଼ି

ଚୁଡ଼ି

1 min ପଢ଼ନ୍ତୁ