STORYMIRROR

Sarat Sahu

Others

2  

Sarat Sahu

Others

ବର୍ଷା ତୁମେ ଆସିଲେ

ବର୍ଷା ତୁମେ ଆସିଲେ

1 min
3.1K


ବର୍ଷା ତୁମେ ଆସିଲେ

ମୋତେ ବହୁତ ଭଲ ଲାଗେ



କାହିଁକି କେଜାଣି

ତୁମର ଅନୁପସ୍ଥିତି ମୋତେ ବହୁତ ଦୁଃଖ ଦିଏ



ତୁମେ ଯେତେ ବେଳେ ଆସ

ସାଥିରେ ଚିକ୍ ମିକ୍ ବିଜୁଳି କି ନେଇକି ଅାସ



ଅଉ ବାଦ୍ୟଯନ୍ତ୍ର ପରି ଶୁଭୁ ଥିବା ଘଡଘଡି


ସେତେବେଳେ ନାଚି ବାକୁ ମନ ହୁଏ

ଯେତେବେଳେ ତୁମେ ସମସ୍ତେ ମିଳିମିଶି ଆସ


ରିମ୍ ଝିମ୍ ଶବ୍ଦ ସହିତ ଘଡଘଡିର ବାଦ୍ୟ

ଅଉ ଆଲୋକ ଶଯ୍ୟାର ବିଜୁଳି



ଶରତ ଚନ୍ଦ୍ର ସାହୁ

9004874923


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍