STORYMIRROR

Purna Chandra Behera

Others

3  

Purna Chandra Behera

Others

ବିଜୟ

ବିଜୟ

1 min
154

ଜିତିବା ଠାରୁ ବି

ଢେର ଉର୍ଦ୍ଧ୍ବରେ

ନିଜେ ହାରି

ଅନ୍ୟକୁ ଜିତିଇବାରେ

ଏ କଥା ମୁଁ ନୁହେଁ

ତମେ କହିଥିଲ

ଆମରି କଲେଜ କ୍ୟାମ୍ପସ ଭିତରେ

ସେ ଦରଭଙ୍ଗା କାନ୍ଥ ସାମ୍ନାରେ

ଜାଣି ଜାଣି

ହାରିଯାଉଥିଲ

ଆଉ ମୁଁ ,

ଜିତିଯାଉଥିଲି ପ୍ରତିଥର

ଏବେ କିନ୍ତୁ ଠିିିକ ଓଲଟା..


Rate this content
Log in

More oriya poem from Purna Chandra Behera