ବେଶ୍ୟା
ବେଶ୍ୟା
1 min
888
କା ପାଇଁ ସେ ବେଶ୍ୟା ହେଲା
ତା ପଛେ କେ ଚଳାଏ ଲୀଳା
ସେ ଜଦି ବେଶ୍ୟା ହେଲା
କାହା ସହିତ କି ଲୀଳା କଲା ।
ଦୁନିଆଁ ଚକଟିଲା,ତାକୁ
ନା ସେ ଦଳି ହେଲା
କେ ସେ ଚକାଟିଲା ବାଲା
ସେ ଯେ ବେଶ୍ୟା ହେଲା ।
ସମାଜରେ ଘୃଣ୍ୟ ହେଲା
କିଏ ? ଚୁମ୍ୱନ କଲା
ମିଛ ଟାରେ ବୋଳା ଗଲା ବେଶ୍ୟା ।
ଜନ୍ମରୁ ବେଶ୍ୟା ଥିଲା
ଏପରିକି ବିଧାତା କଲା ନା
ଅନ୍ୟ କେହି ଗଡ଼ିଲା ବାଲା ।
ସେ କଲା କାହାକୁ ଗ୍ରାସ
ସମାଜ କଲା ତାକୁ ନାସ
କେଉଁ ପାଇଁ କୁଟୀର ଘରେ
ଅନ୍ୟର ମେଣ୍ଟାଇ ଭୋକ ।
ମୁଖ ପିନ୍ଧା ଛଦ୍ମବେଶୀ
କିଏ ବେଶ୍ୟା କରିବା ବାଲା ।
ଯଦି ତାହା ବୃତ୍ତି ଏହା
କିଏ ତାକୁ ଚଳାଇଲା
ସେ ଘୃଣ୍ୟ ବେଶ୍ୟା ଜଦି
ପ୍ରତିଦିନ ଗରାଖ
କେଉଁଠୁ ଆସିଲା ।
କେ ତାକୁ ବେଶ୍ୟା କଲା
ଏହା ପଛରେ କାହାର ପିଳା ।
ସମାଜର ଉଚ୍ଚ ବ୍ୟକ୍ତି
ରାତିରେ ତାକୁ ମୋହିଲ
ଯେ ତାକୁ ବେଶ୍ୟା କଲା
ସେ ହିଁ ଶୋଷିଲା
କିଏ ତାକୁ ବେଶ୍ୟା କଲା ।
ଧନ ଅଭାବ ନା
ପରିସ୍ଥିତି ତା ପାଇଁ ଦାଇ
କେଯାନେ କେଉଁ କାରଣରୁ
ହେଲା ବେଶ୍ୟା ବାଇ
କେ ତାକୁ ବେଶ୍ୟା କଲା ।
ସୁଜିତ ମୁନା
ବରଗଡ଼. ବାରୁପାଲି
