STORYMIRROR

Saroj Kumar Mallick

Others

3  

Saroj Kumar Mallick

Others

ବେଶ୍ୟା

ବେଶ୍ୟା

1 min
216

ଶେଯ ତକିଆ ଅଟେ ତାର ସଂସାର,

ଅନ୍ଧାର ରାତିକୁ କରେ ସେ ନିଜର।

ହୁଗୁଳା ବକ୍ଷେ ମୁକୁଳା କେଶେ କରେ କାମୁକ ଆକର୍ଷଣ,

ନିରୀହ ଶିଶୁ ପ୍ରତି ଦିନ ହୁଅନ୍ତି ଏଠି ଧର୍ଷଣ।

ରାତିରେ ସାଜି ରଜନୀଗନ୍ଧା ବିମୋହିତ କରେ ପୁରୁଷ ମନ,

ଦିନରେ ସାଜେ ସଜଫୁଟା ଫୁଲ ଭୋଗ ଲାଗିବାକୁ କରେ ମନ।

ପୁରୁଷ ଦେହର ଗନ୍ଧକୁ ଭାବି ଚନ୍ଦନ,

ପ୍ରତିଦିନ ନିଜ ଦେହରେ ଦିଏ ସେ ଲେପନ।

ଶୋଷି ନିଏ ପୁରୁଷ ଦେହରୁ ଯୌବନ ରସ ,

ଦୁନିଆ ଆଗରେ କୁହେ ନାହିଁ ମୋର କିଛି ଦୋଷ। 

ଆଛନ୍ନ କରେ ତା ରୂପ ଯୌବନ ମାନେନା କିଛି  ସ୍ଥାନ,

ବୃଦ୍ଧା ବୟସରେ ପାଲଟି ଯାଏ ନିକାଞ୍ଚନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Saroj Kumar Mallick