STORYMIRROR

Nirupama ( Julee) Behera

Others

2  

Nirupama ( Julee) Behera

Others

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

1 min
4.9K



ମୁଁ ସ୍ବପ୍ନ

ତୁମେ ବାଦଲ ଫାଙ୍କରୁ

ଉଇଁ ଆସୁଥିବା ଜହ୍ନ

ମୁଁ ତନ୍ଦ୍ରା

ତୁମେ ମୋ ଦେହେ ଢାଳୁଥିବା

ଅସରନ୍ତି ଶୀତଳ ଜୋସ୍ନା


କେବେ ଦିନେ ମୁଁ ଭାଙ୍ଗିଲି ଯେ

ତୁମେ ବି ବଦଳେଇଲ ରୂପ

ଆଉ ତୁମେ ଜହ୍ନ ନୁହଁ

ପାଲଟିଲ ମୋ ଆଖିର

ଅଧୁରା ସ୍ବପ୍ନ


( ନିରୁପମା ବେହେରା )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍