STORYMIRROR

Pallabi Das

Others

2  

Pallabi Das

Others

ଆଶ୍ରିତ

ଆଶ୍ରିତ

1 min
856


ପ୍ରମେୟ ଜରୁରୀ ନୁହ ମୋ ପ୍ରେମର

ପ୍ରଳୟ ନୁହେଁ ମୋ ଭାବନା

ତଥାପି କରିବାକୁ କହିଲୁ ପରିମିତ

ପ୍ରଲେପ ନାହିଁ ସେଇ ପ୍ରଶ୍ନର

ତଥାପି ବି ମୁଁ ତମ ପ୍ରେମର ଆଶ୍ରିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pallabi Das