Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

ଆଜି ତ ଆସିବେ ମୋ ପ୍ରଭୂ ରାମ=====

ଆଜି ତ ଆସିବେ ମୋ ପ୍ରଭୂ ରାମ=====

1 min
5



ଆଜି ତ ଆସିବେ ମୋ ପ୍ରଭୂ ରାମ

ପାଇ ତା ଙ୍କୁ ଧରା ହୋଇଛି ଧନ୍ୟ 

ଦୁଷ୍ଟ କୁ ବିନାଶି ସନ୍ଥ ପାଳିବାକୁ

ନେଇ ଛନ୍ତି ସେହି ଏହି ଜନମ "!

ପାପ କୁ ବିନାଶି ପୁଣ୍ୟ ପ୍ରକାଶିବେ

ସାର୍ଥକ କରିବେ ତାଙ୍କର ଜନ୍ମ

ରଖିବା ପାଇଁ ସେ ଭକତ ମାନ

ଆସି ଦେଇଛନ୍ତି ଆଜି ଦର୍ଶନ !!

ତାଙ୍କ ପ୍ରିୟ ଭକ୍ତ ଶ୍ରୀ ହନୁମାନ

ଦର୍ଶନ ନିମନ୍ତେ ଥିଲା ଉଦବିଗ୍ନ 

ରଖିବାକୁ ସେହି ଭକ୍ତ ସମ୍ମାନ

ଆସି ଦେଇଛନ୍ତି ତାଙ୍କୁ ଦର୍ଶନ !!

ରାମ ପାଇ ହସେ ଅଯୋଧ୍ୟା ପୁରି

ସବୁ ଦୁଃଖ ସେଠି ଯାଇଛି ସରି

ପ୍ରଭୂ ଙ୍କୁ ପାଇ ଣ ଭାରତ ବାସୀ

ହୋଇଛନ୍ତି ଆଜି ସଭିଁଏ ଖୁସି !!

ଚାରିଆଡେ ଶୁଭେ ପ୍ରଭୁଙ୍କ ନାମ

ଜୟ ଶ୍ରୀରାମ ଶ୍ରୀ ହନୁମାନ 

ଉଡ଼ ଇ କେତନ ଛୁଇଁ ଗଗନ

ଦେବତା କରନ୍ତି ପୁଷ୍ପ ପ୍ରଦାନ!!

ପଲ୍ଲୀ ଠୁଁ ସହର ଉତ୍ସବ ମୁଖର

ରଙ୍ଗ ବେରଙ୍ଗ ରେ ଶୋଭେ ତୋରଣ 

ଜଳେ ଧୂପ ଦୀପ ଜାଳନ୍ତି ରୋଶଣୀ

ସ୍ୱାଗତ କରନ୍ତି ଫୁଟାଇ ବାଣ !!



Rate this content
Log in