STORYMIRROR

ସଂସାରକୁ...

ସଂସାରକୁ ସଂସ୍କାର କରିବାକୁ ଯାଇ ନିଜେ ହଜିଯିବା ଅପେକ୍ଷା ନିଜକୁ ସଂସ୍କାରିତ କରି ସଂସାର ଆଗରେ ରଖିଲେ ସଂସ୍କାର ପର୍ବ ଆରମ୍ଭ ହେଲା । ପୁଷ୍କରଣୀରେ କ୍ଷୁଦ୍ର ଜଳ ଭଉଁରୀ ପରି ଧୀରେ ଧୀରେ ତାହାର ବୃତ୍ତ ବଢି ଚାଲିବ । କଥାରେ ନକହି ନିଜେ ରୋଲ୍ ମଡେଲ୍ ହେବାକୁ ପଡିବ। ଉଚ୍ଚାରଣ ନୁହେଁ ଆଚରଣ ହିଁ ଲୋଡା ।

By BISWESWAR MAJHI
 107


More english quote from BISWESWAR MAJHI
1 Likes   1 Comments