STORYMIRROR

କନ୍ଦେଇବା...

କନ୍ଦେଇବା ସମସ୍ତଙ୍କୁ ଆସିଥାଏ ହସେଇବାବି ସମସ୍ତଙ୍କୁ ଆସିଥାଏ ଯିଏ କନ୍ଦେଇକି ମନେଇ ନିଅନ୍ତି ସେ ହେଲେ ବାପା... ଆଉ ଯିଏ କନ୍ଦେଇକି ନିଜେ କାନ୍ଦି ପକାନ୍ତି ସେ ହେଲେ ମାଆ...

By Chandramani Kandi
 319


More english quote from Chandramani Kandi
12 Likes   0 Comments