ସୁରେନ୍ଦ୍ର ମିଶ୍ର
Literary Colonel
60
Posts
0
Followers
0
Following

ମୁ ଜଣେ ଛାତ୍ର ମୋର ସ୍ନାତକ ଡିଗ୍ରୀ ମୁ ଶେଷ କରିଛି ମୋତେ କବିତା ଲେଖିବାକୁ ବହୁତ ଭଲଲାଗେ।।

Share with friends

जो सुख में हमारा सात देते बो रिश्ते होते है ओर जो दुख में हमारा साथ देते है बो फरिस्टे होते है ।।

जो सुख में हमारा सात देते बो रिश्ते होते है ओर जो दुख में हमारा साथ देते है बो फरिस्टे होते है ।।

बिना देखे तेरी तस्वीर बना सकता हूं बेबी जी बिना मिले तेरे हाल बता सकता हूं, मेरे दोस्ती में इतनी ताकत है की तेरे आंख के आशु को मेरे आंख से निकाल सकता हूं ... बस भरोसा रखना ए दोस्त अगर दो चार दिन आपसे बात नेही किया तो बदल ना जाना ...

ଜୟ ମାଁ ଦୁର୍ଗା ସିଂହବାହିନୀ ଜୟ ମାଁ ଦୁର୍ଗା ସଙ୍କଟ ହରିଣୀ , ତୁମେ ହିଁ ତ ଗତି ମାଁ,ତୁମେ ହିଁ ମୁକ୍ତି ସବୁ ବିପଦ ରୁ କରିବ ମୁକ୍ତି ।। ବିଜେ କର ମାଁ ମର୍ତ୍ତ୍ୟପୁରେ ଆଜି ଲାଗିଛି ରାକ୍ଷସ ଭିଡ ।। ତୁମେ ଆଦିଶକ୍ତି ସଂହାର କାରିଣୀ ନାହିଁ କେ ସଂସାରେ ତୁମଠୁ ବଡ ।। ସଂକଟେ ଡାକିଲେ ମାଁ ବୋଲି ଥରେ ଅଦୃଶ୍ୟ ରେ ଆଶ ମାଁ ଧାଇଁ ।। ଦୁଃଖ ବିନାଶିନୀ ମୁକ୍ତି ପ୍ରଦାୟିନୀ

ଛୋଟ ମୋର ଗାଁ .... ସବୁଠୁ ଅଲଗା ଆମରି ଗ୍ରାମ ସୁକୁନାଭଟା ଅଟେ ତାରି ନାମ, ଗ୍ରାମର ମଝିରେ ମୋଟ ଛୋଟିଆ ଘର ସତେକି ଯେମିତି ସରଗପୁର, ଦୂରରୁ ଦିଶଇ ମଦିର ଧ୍ୱଜା ମହାଦେବ ସେଇଠି ପାଆନ୍ତି ପୂଜା , ଗ୍ରାମର ଶେଷରେ ଜଗି ବସିଛନ୍ତି ଶିବଶଙ୍କର ପ୍ରତ୍ୟେକ ଲୋକଙ୍କର ପ୍ରଭୁଙ୍କ ପ୍ରତି ଆତ୍ମବିଶ୍ବାସ ଅତିଗଭୀର,

Ek Dost hai jispe bada pyar ata hai Gussa ushpe thoda Jada hai Par mere pass aakar pighal jata hai Intezaar bahut karbata hai Par jate jate hasabhi jata hai Pyar Jatana Nehi aata hai use par Pyaar nibhana achhe se aata hai .... Mishra


Feed

Library

Write

Notification
Profile