Manoj Behera
Literary Captain
21
പോസ്റ്റ്സ്
35
ഫോളോവെർസ്
2
ഫോളോവിങ്

കൂട്ടുകാരുമായി പങ്കുവെക്കുക
Earned badges
See all

ଜହ୍ନ ରାଇଜରେ ଜହ୍ନ ଉଇଁବା ଆଗରୁ ତୋ ମିଠା ମିଠା ହସ ଦେଖି ମହୀ ହୁଏ ଆଲୋକିତ (୧) ତୁ ମଣିଷ ନା ମାନସୀ କୁହୁକ ରାଇଜର ତୋ ହାତର ସ୍ପର୍ଶ ପାଇ ମରୁଭୂମି ହୁଏ ଆନନ୍ଦିତ(୨)

ମୋ ଛାତି ତଳ ହୃଦୟଟା ଘୁଞ୍ଚି ଘୁଞ୍ଚି ଯାଉଚି ତୋ ପାଖକୁ ...(୧) ତୁ ଜାଣିଛୁ କି ତନ୍ତ୍ର ମନ୍ତ୍ର ... ଟାଣି ହେଇଯାଏ ମୋ ପାଦ ଖାଲି ତୋ ଆଡ଼କୁ...(୨) Manoj Behera

ଜୀବନେ ତୋ ବାଛି ନେ ଏମିତିକା ଗୋଟେ ସ୍ବପ୍ନ ... ଯେଉଁ ସ୍ବପ୍ନ ତତେ ଦିଶୁଥିବ ସେ ସଞ୍ଜ ହେଉକି ଦିନ ... ଏହି କଥା ଯଦି ମାନିବୁ ମୋର ସାଙ୍ଗଟିଏ ପରି ... ଦିନେ ନା ଦିନେ ଇତିହାସରେ ଲେଖା ହେବ ନାମ ତୋହରି ...

ଦୁଇ -ଦୁଇ ଦିନିକିଆ ଜୀବନରେ କେତେ ଲୋକ ଦୁଃଖ ଦେଇ ଯାଆନ୍ତି... ଶହ - ଶହ ଶହ କିଲୋର ସୁଖ ଆଣି କିଛି ଲୋକ ନିଜର ହୋଇ ଯାଆନ୍ତି... ଛପନ -ଛପନ ଥାଉ ପାଖେ ବା ଛପନ ହଜାରେ ସେ ସବୁବେଳେ ପାଖେ ଥାଆନ୍ତି...

ତୋ ସାଥେ କଥା ମୋର ହଉ କି ନ ହଉ ତୋ ସାଥେ ଦେଖା ମୋର ହଉକି ନ ହଉ ନିରୋଳା ରେ ଲୁଚି ଲୁଚି ଭଲପାଉଥିବି ମୁଁ 😘

କି ଉପହାର ଦେଇ ମୁଁ ପାରିବି ଆହେ ରେ ମୋ କଳା ମାଣିକ ପାଶେ ମୋର କିଛି ନାହିଁ ତ ଏମିତି ତୁମ କୁ ଯେ ଭଲ ଲାଗିବ ।।


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ