मुझे पीछे खड़े रहने का सौक नहीं है.... में वो हुं जो आखरी सांस तक पूरी फौज की नेतृत्व ले सकें....!!
तु फिक्र मत कर... चंद तालियों के लिए भरे बाज़ार में तेरे नाम की नीलामी नहीं करूंगा... तु फिक्र मत कर!!
ଅବୁଝା ସମ୍ପର୍କ:-
ତୁମେ ନଦୀ ସ୍ରୋତସ୍ଵିନୀ , ମୁଁ ସୁପ୍ତ ବେଳାଭୂମି
ତୁମେ ଝରଣା ର ତାନ, ମୁଁ ନିସ୍ତବ୍ଦ ରଜନୀ
ତୁମେ ନଭେ ଇନ୍ଦ୍ରଧନୁ , ମୁଁ ବିବର୍ଣ୍ଣ ଫଗୁଣ
ତୁମେ ଚନ୍ଦ୍ରମା ର ଜୋସ୍ନା, ମୁଁ ଗ୍ରୀଷ୍ମ ର ନିଦାଘ
ତୁମେ ଅଲିଭା ସଳିତା, ମୁଁ ଦୀପ୍ତ ହୀନଶିଖା ।।