My Lord... I know u r always with me... so I'm ready for every rough and tough situations.. Because -"କରି କରାଉ ଥାଉ ତୁହି ;ତୋ ବିନୁ ଅନ୍ଯ ଗତି ନାହିଁ" 🙏
ତୁମ ଶ୍ରୀଭୂଜ କୁ ଆଶ୍ରା କରିଅଛି ବାହୁ ତୋଳି ତୁମେ ଧରିବ ତୁମ ସୁଦର୍ଶନେ ଆଶା ବାନ୍ଧିଅଛି ବିପଦ ମୋ ସବୁ ଟଳିବ। ତୁମ ଜୟ ଧ୍ବନି ନିଶ୍ଚେ ପଡିବ ହେ କୃପା ଦୃଷ୍ଟି ତୁମ ଫଳିବ🙏
ନିଜ ପାଇଁ ମଣିଷ ବଞ୍ଚେ ନାହିଁ; ସେ ବଞ୍ଚେ ପରିବାର ଓ ଅନ୍ଯ ପାଇଁ ।କାହିଁକି ନା Aristotle said that- Man is a social animal👏
ବସନ୍ତର ସମ୍ଭାର ରଙ୍ଗ ଉପହାର ଜଗା ରେ,ଜଗତ ହସୁଛି! ଫଗୁଣ ରେ ଫଗୁ ଖେଳ ଟି ଜମିବ ଫଗୁ ଦଶମୀ ଟି ଆସୁଛି। ଦୋଳ ବିମାନ ରେ ବୁଲିବୁ ରେ ଜଗା ଦୋଳ ଗୋବିନ୍ଦ ତୁ ବୋଲାଇ ପ୍ରେମମୟୀ ରାଧା ପାଖେ ବସିଥିବ ତୋ ପ୍ରେମରଙ୍ଗେ ଗାଲ ରଙ୍ଗାଇ। ସବୁ ରଙ୍ଗ ମିଶି କଳା ରଙ୍ଗ ହୁଏ ତୋ ଅଙ୍ଗ ସେଲାଗି କଳା କଳା ସାଆନ୍ତ ମୋ କଳା କଳେବର ସବୁ ରଙ୍ଗେ ପରା ବୋଳା।