STORYMIRROR

ବସନ୍ତର...

ବସନ୍ତର ସମ୍ଭାର ରଙ୍ଗ ଉପହାର ଜଗା ରେ,ଜଗତ ହସୁଛି! ଫଗୁଣ ରେ ଫଗୁ ଖେଳ ଟି ଜମିବ ଫଗୁ ଦଶମୀ ଟି ଆସୁଛି। ଦୋଳ ବିମାନ ରେ ବୁଲିବୁ ରେ ଜଗା ଦୋଳ ଗୋବିନ୍ଦ ତୁ ବୋଲାଇ ପ୍ରେମମୟୀ ରାଧା ପାଖେ ବସିଥିବ ତୋ ପ୍ରେମରଙ୍ଗେ ଗାଲ ରଙ୍ଗାଇ। ସବୁ ରଙ୍ଗ ମିଶି କଳା ରଙ୍ଗ ହୁଏ ତୋ ଅଙ୍ଗ ସେଲାଗି କଳା କଳା ସାଆନ୍ତ ମୋ କଳା କଳେବର ସବୁ ରଙ୍ଗେ ପରା ବୋଳା।

By Suchismita Behera
 18


More oriya quote from Suchismita Behera
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments