କବିତା ଲେଖିବା ମୋ ଜୀବନ ନୁହେଁ ଜୀବନ କୁ ନେଇ ମୋ କବିତା । ଯୋଗ୍ୟତା_ ଏମ.ଏ (Ravenshaw University)
Share with friends
ପାଦ ଥକିଯାଏ ଚାଲୁ ଚାଲୁ ବାଟ ଚାଲିବାକୁ ପଡ଼ିଥାଏ, ଚାଲି ଚାଲି ମୁଁ ଯେ ଏ ଚଲାବାଟରେ ଚାଲିବାକୁ ଭୁଲିଯାଏ । ତଥାପି ଚାଲିବି ଆହୁରି ଚାଲିବି ଚାଲିବାରେ ନାହି ଦୁଃଖ, ଅନନ୍ତ, ଅସୀମ ଏହି ଚଲା ବାଟ ଚାଲୁ ଚାଲୁ ହେବ ଅନ୍ତ ।
ଜୀବନରେ ସବୁକିଛି ପ୍ରଥମ ଥର ପାଇଁ ହୁଏ.. ତାହେଲେ ଜୀବନକୁ ଉପଭୋଗ କରିବା ନାହିଁ କାହିଁକି 🙄 ସେହି ମୃତ୍ୟୁ ସହ... ସେହି ସତ୍ୟ ସହ... ସେହି ମିଥ୍ୟା ସହ ... ସେହି ଅନାବିଷ୍କୃତ ଭାବନା ସହ...। ଜୟ ମା ଗାୟତ୍ରୀ ❤️❤️ Pragati biswal