Always think new
Share with friends
ନିଜେ ଦୁଃଖରେ ରହି ପିଲାକୁ ମଣିଷ କରିଵା ପାଇଁ ବାପା, ମାଆ କେତେ ଖର୍ଚ୍ଚ କରିଦିଅନ୍ତି । ତାର ହିସାଵ ସେ କେଵେବି ରଖିନାହାଁନ୍ତି । ସେଇ ପିଲା ଟି ମଣିଷ ହେଇଗଲା ପରେ ଵାପା, ମାଆ ପାଇଁ ହେଉଥିବା ଖର୍ଚ୍ଚ ପ୍ରତିଦିନ ହିସାଵ ରଖେ ।ଯେ ପର୍ଯ୍ୟନ୍ତ ଵାପା ନ' ହେଇଛ ଵୁଝିପାରିଵନି ବାପା-ମାଆଙ୍କର ମହତ୍ଵ କଣ ?