Rashmi Ranjan Nayak
Literary Colonel
AUTHOR OF THE YEAR 2020 - NOMINEE

63
ପୋଷ୍ଟସ୍
161
ଅନୁସରଣକାରୀ
1
ଅନୁସରଣ କରୁଛନ୍ତି

ଅନୁଭୂତି ର କାହାଣି କୁ କଲମ ସାହାଯ୍ୟରେ ଲେଖୁଥିବା ମଣିଷ ଟିଏ।

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ
Earned badges
See all

ଏହି ପବିତ୍ର ଗୁରୁ ଦିବସ ଅବସରରେ ମୋର ପ୍ରଣାମଗ୍ରହଣ କରିବେ । ଏପରି ଏକ ବୈଚିତ୍ରମୟ ଜଗତରେ ଆମକୁ ଦିଗଦର୍ଶନ ଦେଇ ଏକ ନୂତନ ସମ୍ଭାବନା ଦେଇଥିବା ରୁ ଆପଣଂକୁ ଅଶେଷ ଧନ୍ୟବାଦ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କରନ୍ତୁ ଆପଣ ଭଲରେ ରୁହନ୍ତୁ। ଏତିକି ପ୍ରାର୍ଥନା କରୁଛି। ପ୍ରଣାମ।🙏🏻 #Thankyou Teacher

ବନ୍ଧୁତ୍ୱ ସବୁବେଳେ ଦେଖା ଯାଏ ନାହିଁ ବେଳେବେଳେ ଅନୁଭବ ମଧ୍ୟ କରିବକୁ ପଡେ।

ସମ୍ପର୍କର ଗୁରୁତ୍ୱ ଏଠି ବଦଳିଛି ,ଫେସବୂକ ଓ ଜିଓ ନୂଆ ସଜବାଜ ହୋଇଛି କିନ୍ତୁ ମୋ ସଂସ୍କୃତି ଆଜି କାନ୍ଦୁଛି

ନୀରବତା ଏକ ପ୍ରଶ୍ନ ନୁହେଁ ପ୍ରକୃତରେ ଏହାତ ଅନେକ ଉତ୍ତରର ପ୍ରତିଛବି ଟିଏ।

ହାରି ଯାଇ ଜିତିବାର ସ୍ବପ୍ନ ଦେଖିବା ହିଁ ଜୀବନ ଏବଂ ସ୍ବପ୍ନ କୁ ସାକାର କରିବା ହେଉଛି ଜୀବନର ଲକ୍ଷ୍ୟ।

ଫିଡ଼୍

ଲାଇବ୍ରେରୀ

ଲେଖନ୍ତୁ

ସୂଚନା
ପ୍ରୋଫାଇଲ୍