STORYMIRROR
ଏହି...
ଏହି ପବିତ୍ର ଗୁରୁ...
ଏହି ପବିତ୍ର...
“
ଏହି ପବିତ୍ର ଗୁରୁ ଦିବସ ଅବସରରେ ମୋର ପ୍ରଣାମଗ୍ରହଣ କରିବେ । ଏପରି ଏକ ବୈଚିତ୍ରମୟ ଜଗତରେ ଆମକୁ ଦିଗଦର୍ଶନ ଦେଇ ଏକ ନୂତନ ସମ୍ଭାବନା ଦେଇଥିବା ରୁ ଆପଣଂକୁ ଅଶେଷ ଧନ୍ୟବାଦ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କରନ୍ତୁ ଆପଣ ଭଲରେ ରୁହନ୍ତୁ। ଏତିକି ପ୍ରାର୍ଥନା କରୁଛି।
ପ୍ରଣାମ।🙏🏻
#Thankyou Teacher
”
221
More oriya quote from Rashmi Ranjan Nayak
Download StoryMirror App