@ashok-kumaar-mhaant-l

ଅଶୋକ କୁମାର ମହାନ୍ତ l
Literary Colonel
131
Posts
2
Followers
7
Following

ସ୍ଵତନ୍ତ୍ରତା ହିଁ ଜୀବନର ମୂଳ ଲକ୍ଷ୍ୟ l

Share with friends
Earned badges
See all

ସମାଜ ନୁହଁ ବ୍ୟକ୍ତି ନିଜେହିଁ ନିଜର ସବୁଠାରୁ ବଡ଼ ଶତ୍ରୁ । kumar Ashok 🥰

ସମାଜ ନୁହଁ ବ୍ୟକ୍ତି ନିଜେହିଁ ନିଜର ସବୁଠାରୁ ବଡ଼ ଶତ୍ରୁ । kumar Ashok 🥰

ସବୁ କାଚରେ ଚେହେରା ଦେଖି ହୁଏନି ବୋଲି ଆଇନା ବାରି ହୋଇଯାଏ। ସବୁ ମଣିଷ ମନ ଜାଣି ହୁଏ ନାହିଁ ବୋଲି କିଛି ଭଲ ଲୋକଙ୍କ ଗହଣରେ ଆମେ ରହି ପାରୁ ନାହିଁ; କିନ୍ତୁ କାଚ ଏବଂ ମଣିଷ ମଧ୍ୟରେ ଏତିକି ପାର୍ଥକ୍ୟଯେ କାଚ ଟିରେ ରଙ୍ଗ ବୋଳିଦେଲେ ଆଇନାରେ ପରିଣତ ହୋଇଯାଏ ମାତ୍ର ମନରେ ରଙ୍ଗ ବୋଳିହୋଇଗଲେ ସେ ଛଦ୍ମବେଶୀ ପାଲଟିଯାଏ।                                        Kumar Ashok 🥰

ଔଷଧ ରାଗରେ ତାଟିଆ କାମୁଡିବା ଭୁଲ ନୁହଁ l କାରଣ ତାଟିଆ ଗର୍ଭିତ ଜଳ ହିଁ ଔଷଧ ଖାଇବାର ମୁଖ୍ୟ କାରଣ l Kumar Ashok 🥰

ସତରେ ଅତି ସହଜରେ ସବୁକିଛି ଗ୍ରହଣ କରି ନେଉଥିବା ବ୍ୟକ୍ତିର ଜୀବନ ହିଁ ଅଧିକ ଜଟିଳ ହୋଇଥାଏ l Kumar Ashok 🥰

ତମେ ଯାହାକୁ ଅତିଆପଣାର ଭାବି ନିଜ ଭାବନା କୁ ପ୍ରକାଶ କରୁଛ ଆଉ ସେ ବାରମ୍ବାର ତମର ମଜାକ୍ ଉଡଉଛି ସେ ଲୋକଠାରେ ତମ ଭେଲୁ କିଛି ନାହଁ l ତାଠୁ ଭଲ ତମେ ପଥରକୁ କୁହ କାରଣ ଏଠି ପଥର ବି ଦେବତା ପାଲଟିଯାଏ ମଣିଷବି ପଥର l

ବ୍ୟକ୍ତି ସର୍ବଦା କାର୍ଯ୍ୟରତ ରହିବା ଆବଶ୍ୟକ କିଛି ଲୋକ କହନ୍ତି ମୁ କ୍ଳାନ୍ତ ହୋଇପଡ଼ିଲିଣି କିନ୍ତୁ ତାହା କଣ ସତ ? ମୁ ବିଶ୍ଵାସ କରେ ନାହିଁ। କାହିଁକି ନା କ୍ଳାନ୍ତି ଏକ ମନର ଶୋଚନା କାରଣ ଆପଣ ଥରେ ପଚାରି ଦେଖନ୍ତୁ ଆମ ଦେହର ଶ୍ୱାସ ପ୍ରଶ୍ୱାସ କୁ ପୁଣି ହୃତପିଣ୍ଡ ର ସ୍ପନ୍ଦନ କୁ ସେ ନିଶ୍ଚିତ କହିବ ମୁ କ୍ଳାନ୍ତ ନୁହେଁ ମୋର ଅନେକ ବାଟ ଯିବାକୁ ଅଛି l ତେବେ ବିଳମ୍ବ କାହିଁକି ? Kumar Ashok 🥰

ইকাকী জিবনে চোলবার জেনো মজা ঙিড মধ্যৈ মীলে না ।

ଏକାକୀ ଚାଲିବାର ଯେଉଁ ଆନନ୍ଦ ମିଳେ ଭିଡ଼ ମଧ୍ୟରେ ତାହା ମିଳେ ନାହିଁ l


Feed

Library

Write

Notification
Profile