I'm Ayushman and I love to read StoryMirror contents.
Share with friendsଜୀବନର ଅନ୍ୟ ନାମ ଯନ୍ତ୍ରଣା, ଏଠି ପ୍ରତି ପାହାଚରେ ସମସ୍ୟା ଲାଗି ରହେ କିନ୍ତୁ ତାପରେ ମଧ୍ୟ ଏ ମଣିଷ ହସୁଥାଏ କାହିଁକି ନା ଦୁଃଖ ହେଉ ବା ସୁଖ ଏଠି ପ୍ରତି ପରିସ୍ଥିତି ରେ ବଞ୍ଚିବାକୁ ପଡ଼ିଥାଏ ଆଉ ଯେଉଁ ମଣିଷ ସମସ୍ୟାକୁ ଡରିଯାଏ ସେ ଜୀବନରେ ହାରିଯାଏ ।
Success is not the key to happiness. Happiness is the key to success. if you love what you are doing, you will be successful.
ଅତୀତ ଶିଖାଏ, ବର୍ତ୍ତମାନ କନ୍ଦାଏ ଆଉ ଭବିଷ୍ୟତ ବଞ୍ଚି ରହିବାକୁ ସ୍ବପ୍ନ ଦେଖାଏ.. ବୟସ ବଢୁଛି, ବନ୍ଧୁ କମୁଛି, ଚାପ ବଢୁଛି, ସୁଖ କମୁଛି.. ବୋଧହୁଏ ଏଇଟା ହିଁ ଜୀବନ
युं तो जिंदगी में आवाज देने वाले, ढेरों मिल जाते है..! लेकीन हम ठहरते वहीं है, जहां अपनेपन का अहसास होता है..!
दोस्ती में ना शर्तें होती है ना सरहदें ना कोई नियम होते हैं ना कायदे यह तो बस दिलों की भाषा है दोस्ती की बस यही परिभाषा है