Smruti Ranjan patra
Literary Lieutenant
2
Posts
0
Followers
1
Following

ସାହିତ୍ୟ ମୋର ସଞ୍ଜ ଶବ୍ଦ ମୋର ସକାଳ।

Share with friends
Earned badges
See all

ଧୀରେ ଧୀରେ ଏଠି ବର୍ଷିଯାଏ ଅଜସ୍ର ବିନ୍ଦୁରେ କ୍ଷୀପ୍ର ଗତିରେ କିନ୍ତୁ କାହିଁ ଏ ଅଦିନରେ ? ବିଭାବରୀର ବୈଭବ ଝିଙ୍କାରିର ନିସର୍ଗ କାଳକ୍ରମେ ତାଳଦିଏ ମେଘ ସାଥିରେ, ଗନ୍ଧବହ ମଧ୍ୟ ଟାଣି ଆଣେ ହେନା ଓ ଶେଫାଳିର ମହଣ ମହଣ ସୁବାସ, ତଥାପି ନିଷ୍ପ୍ରତିଭ ମନରେ ଉଦଭ୍ରାନ୍ତ ହୋଇ ଚିହିଁକି ଉଠେ ଅତୀତର କ୍ଷୁବ୍ଧ ମୁହାଁସ ! ଧରଣୀ ଭିଜେ ମୁଁ ମଧ୍ୟ ଭିଜେ କିନ୍ତୁ ମୋ ଆଖିର ଅଳନ୍ଧୁ ଲଗା ସପନ ଭିଜେ ଲବଣାକ୍ତ ଲୁହର ବେଦରଦି ମେଘରେ....


Feed

Library

Write

Notification
Profile