debajani mesua
Literary Lieutenant
8
Posts
0
Followers
0
Following

poet.writer . stage anchor

Share with friends
Earned badges
See all

ରଂଗିନ୍ ଚଷମା ପିନ୍ଧିଥିବା ଲୋକ କୁ ଦୁନିଆଁ ଟା ରଂଗିନ୍ ଦେଖାଯାଏ।ସେଇ ଆଢୁଆଳରୁ ଗରିବର ଶାଗ ପଖାଳକୁ ବି ଡେଲିସିଅସ୍ ଦିଶେ...ୟୁଜ୍ ଏଣ୍ଡ୍ ଥ୍ରୋ ଗ୍ଲାସ୍ ର ଅସନା ପାଣି ବି ଅଫିସର୍ସ ଚଏସ୍ ହ୍ୱିଶ୍କି ଭଳି ଦିଶେ...ଦରଭଂଗା କୁଡିଆକୁ ଟ୍ରାଡିସନାଲ୍ ଲୁକ୍ ବୋଲି ବାହାବା କରେ...।ଧନ୍ୟ...ଧନ୍ୟରେ ମଣିଷ... (ଦେବଯାନୀ ମେଶୁଆ)

ଜୀବନର ଚଲାପଥ ସବୁବେଳେ କଣ୍ଟକିତ।ସ୍ୱାର୍ଥଲାଗି ନିଜ ଲୋକ ବି ସୁଗମ ପଥରେ କଣ୍ଟା ବିଛେଇ ସୁଯୋଗ ଅପେକ୍ଷାରେ ଥିବେ।

Feed

Library

Write

Notification
Profile