Jayashree Nanda
Literary Captain
41
Posts
1
Followers
0
Following

None

Share with friends
Earned badges
See all

ଲୋ ଚୁଲି,ଲୋ ନିଆଁ ...ଆଜି ବି ଜାଗ୍ରତ ଲେଖନୀ ମୂଳେ, ଉଠିଛି ଓଡ଼ିଆ, ଉଡୁଛି ଓଡ଼ିଆ ଆଜି ବିଶ୍ଵ ଦରବାରେ!! ଜଗନ୍ନାଥ ସଂସ୍କୃତି ହୁଦୟ ରେ ଜାଳି ପ୍ରତି ଟି ଓଡ଼ିଆ ଭରୁଚି ଦୁନିଆଁ କୁ ପ୍ରେମ ପ୍ରକାଶେ; ପଖାଳର ବାସ୍ନା, ଓଡ଼ିଶା ପାଟ ପରମ୍ପରା ରେ ଜନ୍ମ ନେଇ ଚାଲେ ଓଡ଼ିଆ ଆଜି ଗର୍ବେ!!

ଶ୍ରେଷ୍ଠତ୍ଵ ଓ ଜ୍ୟେଷ୍ଠତ୍ଵ ର ପର୍ବ ପ୍ରଥମାଷ୍ଟମୀ ରେ ସମସ୍ତ ଜ୍ୟେଷ୍ଠ ଙ୍କୁ ଆତ୍ମ ବନ୍ଦନ!!

ଶ୍ରେଷ୍ଠତ୍ଵ ଓ ଜ୍ୟେଷ୍ଠତ୍ଵ ର ପର୍ବ ପ୍ରଥମାଷ୍ଟମୀ ରେ ସମସ୍ତ ଜ୍ୟେଷ୍ଠ ଙ୍କୁ ଆତ୍ମ ବନ୍ଦନ!!

ଆଜି ପୁଣି ଥରେ ମୁଁ ଆମ ଅତୀତ ସହ ଝୁଣ୍ଟି ପଡ଼ିଲି କିଛି ଶବ୍ଦ, ଯାହା ଠାରୁ ମୁଁ ବହୁତ୍ ଆଗକୁ ଚାଲି ଆସିଥିଲି... ପୁଣି ଥରେ ତା ' ର କବଜା ମୁଁ ରେ ରୁନ୍ଧି ହୋଇଗଲି!! ... ଆୟାନା

ମାଟି ଅଛି ବୋଲି ଖାଦ୍ୟ ଅଛି, ଜୀବନ ଅଛି, ମାଟି ଆମକୁ ଜନ୍ମିତ ମା ଙ୍କ ଠୁଁ ବି ବଳି ସବୁଦିନ ଖାଦ୍ୟ ଯୋଗାଇ ଦେଇଛି ବୋଲି ତାଙ୍କୁ କୃତଜ୍ଞତା ଜାଣନ୍ତୁ। # ମାଟି ରେ ଖାଲିପାଦରେ ଚାଲନ୍ତୁ ଓ ବସୁନ୍ # ପୃଥିବୀ ପାଇଁ କିଛି କ୍ଷଣ ସୁଖାସନ ରେ ବସି ନିଜେ ପୃଥିବୀ ର ମା' ବୋଲି ଅନୁଭବ ନେଇ ତା ' ପାଇଁ ଯେତେ ସମ୍ଭବ ଶୁଭ, ସବୁଜ ସୁନ୍ଦର ବ୍ରହ୍ମାଣ୍ଡ ର କାମନା କରନ୍ତୁ ।


Feed

Library

Write

Notification
Profile