ଓଡିଶା ଏବଂ ଓଡ଼ିଆ ଭାଷା ସାହିତ୍ୟ କୁ ଭଲ ପାଉଥିବା ଜଣେ ଓଡ଼ିଆ | ସମସ୍ତେ ଗର୍ବ ରେ କହିବା ଆମେ ଓଡ଼ିଆ | ବନ୍ଦେ ଉତ୍କଳ ଜନନୀ | ଜୟ ଜଗନ୍ନାଥ |
Share with friends
ପଞ୍ଜୁରୀ ଖୋଲି ଚଢେଇ ଟିକୁ ଉଡାଇଦେଉଥିବା ସମୟରେ, କୁନି କୁନି ହାତରେ ଖବର କାଗଜ ଚିରି ନରମ ଗଳାରେ ଝାଲ ମୁଢି ନିଅ ବାବୁ ଝାଲ ମୁଢି ନିଅ ଶବ୍ଦ ଗୁଡିକ ମୋତେ ଅସହାୟ, ବିଚଳିତ କରିବା ସହିତ ସତେଯେପରି ମୋର ମଣିଷ ପଣିଆକୁ ଅଟହାସ୍ୟ କରୁଥିଲେ |