Nityananda Behera
Literary Captain
73
Posts
35
Followers
0
Following

I'm Nityananda and I love to read StoryMirror contents.

Share with friends
Earned badges
See all

ବିସହ ବିଷାଦ ଜାଣି , କିମ୍ପା ରୁହ ହୋଇ ତୁନି ସାଜିଲ କି ଅଭିମାନି। ଫେଡ ଗୋ ବାନ୍ଧବୀ ମାନ, ସ୍ପନ୍ଦନ ବୁଝିବ ସିନା ଏ ସ୍ପନ୍ଦନ ପ୍ରତିଧ୍ବନି।। ନିତ୍ୟାନନ୍ଦ

It's my heart where you are special And your love most precious And it's your magic of love Which makes me more curious. Lots of love sweetheart. Have a beautiful charm and lovely night. Nityananda

ପ୍ରେମର ଚଇତି ଆଉ ପ୍ରଣୟ ର ତାତି ତୁମକୁ ହୃଦୟେ ମୋର ରଖିଛି ସାଇତି ତୁମ ପାଇଁ ଶୁଖମୟ ହେଉ ଏ ଶୀତୁଆ ରାତି। Good night sweetheart.Nityananda

ଏଇ ରାତ୍ରି ନେଇଁ ଆସୁ ତୁମ ପାଇଁ ନୈସର୍ଗିକ ସୁଖ ଏଇ ରାତ୍ରି ଆଣୁ ତୁମ ପାଇଁ କିଛି ଅବିସ୍ମରଣୀୟ ମୁହୂର୍ତ୍ତ ମୋ ପ୍ରତାରଣା ର ବହ୍ନି ରେ ଜଳି ଝରୁ ପ୍ରେମ ସୁଧା ଅଫୁରନ୍ତ।।

ସୀମାହୀନ ପ୍ରେମ ମୋର ସୀମିତ ଜୀବନ। କାମନା ଜଳରେ ବୁଡି ଖୋଜେ ମୁଁ ନିର୍ବାଣ।।

Game is one kind of gems. Like football volleyball badminton and carrom.

ଗଲେ ଯାଉ ପଛେ ମାନ ମହତ କି ଗଲେ ଯାଉ ପଛେ ଜୀବ ଜୀବ ଥିବା ଯାଏ ଭୁଲିହୁଏ କାହିଁ ସେହି ସୁମଧୁର ଭାବ.... ଯେବେ ଲାଗେ ଯେ ଭାବ ବିହୁନେ ଶବ....। ନିତ୍ୟାନନ୍ଦ

Book is not only a bundle of papers, it's printed bunch of words and a storehouse of knowledge in every page.

छोटीसी हूँ मगर अपनी जिगर मैं भी जान है डरना क्या है मरने को जब दो दिनों की मेहमान है। नित्यानंद


Feed

Library

Write

Notification
Profile