I'm Jayashree and I love to read StoryMirror contents.
Share with friends
ତୁମର ମନେ ଅଛି 🤔 ତୁମେ ସେଦିନ ମୋତେ କହିଥିଲ ଆରେ ତୋ ଦେହ କଣ ସାହିତ୍ୟ ସାହିତ୍ୟ ବାସୁଛି ଲାଜରେ ମୁଁ କହିଥିଲି🫣 ଧେତ୍ ତୁମେ ବି ନା l ☺️
😔ଶୁଭ ସକାଳ 😔 ଜୀବନର ଦୋ'ଛକିରେ ଠିଆହୋଇ ପଚାରେ ମୁଁ' କିଏ , କାହାର ???? ପ୍ରଶ୍ନ ମୋର ଫେରି ଆସେ..... ପାଏନି ମୁଁ... ଉତ୍ତର ।। ” ନା' ଅଛି ଏଠି କେହି ନିଜର, ନା' ଅଛି ଏଠି କେହି ପର , ନିଜର କହୁଥିବା "ମୁଁ " ଟି, ନିଶ୍ବାସ ଆଢୁଆଳରେ ଦେଖାଏ, ଭିନ୍ନ ଏକ ରୂପ ।। "ମୁଁ" ର ମୁଖା ପଚ୍ଥରେ ଥିବା ରୂପକୁ, ସେ "ମୁଁ" ହିଁ ଜାଣିନଥାଏ ।
**ଲୁହ ଭିଜା ଲଫାପା ** ମନରେ ସାଇତା ଅସହ୍ୟ ଜ୍ୱଳନ କରିଦିଏ ଅଣନିଶ୍ୱାସୀ ଭାରାକ୍ରାନ୍ତ ବ୍ୟଥା ନକହିବାଯାଏ ପାଏ ନାହିଁ ଟିକେ ଶାନ୍ତି l କଲମ ଧରି ମୁଁ ମନର କାଗଜେ ଲେଖୁଥାଏ ନିତି ବସି ଅବୁଝା ମନକୁ ବୁଝେଇବା ପାଇଁ ହୃଦୟ ଲଫାପାରୁ ଖୋଲିପଢିବାକୁ ହୁଏ ଲୁହଭିଜା ଚିରା ଚିଠି l ଜୟଶ୍ରୀ ପାତ୍ର ବାଲେଶ୍ୱର, ବାଲିଆପାଳ, ନାରାୟଣପୁର
ମୋ ମନ ମଣିଷ ଅଟେ ଦେବଦାଶ ହୃଦେ ନାହିଁ ଅନୁଭୂତି ଏକା ଏକା ମୁହିଁ ଅମୃତ ଢେଉରେ ବୁଡି ବୁଡି ଯାଏ ନିତି.... jayashree patra
ଆଶାର ଆଲୋକ ଲିଭେଇବା ପାଇଁ ଯେତେ ମୁଁ କରଇ ପ୍ରୟାସ ନିଷ୍ଫଳ ଭାଗ୍ୟ ମୋ ଅଜଣା ସହରେ ପ୍ରେମ ଖୁଜି ହୁଏ ନିରାଶ ଜୟଶ୍ରୀ ପାତ୍ର