STORYMIRROR
ଅନ୍ୟ ଭୁଲ ଯିଏ...
ଅନ୍ୟ ଭୁଲ ଯିଏ...
ଅନ୍ୟ ଭୁଲ...
“
ଅନ୍ୟ ଭୁଲ ଯିଏ କହିଥାଏ ସିଏ
ନିଜେ ଠିକ କରେ ନାହିଁ
ଯିଏ ନିଜେ ରହେ ସନ୍ଦେହ ପ୍ରବାହେ
ତା' ପାଇଁ ଶାନ୍ତି କାହିଁ
ମିଛ ଏ ଜଗତ ଲାଗେ ତାକୁ ସତ
ଶେଷେ ଯାଏ ମିଛ କହି
ସେଇ ମିଛ ପଛେ ଯାଏ ମିଛେ ମିଛେ
ଜୀବନ ସାରା ଗୋଡ଼ାଇ
(ଜୟଶ୍ରୀ ପାତ୍ର )
”
266
More oriya quote from Jayashree patra
Download StoryMirror App