I'm dhiresh and I love to read StoryMirror contents.
Share with friends
ଜଙ୍ଗଲ ମଧ୍ୟରେ କସ୍ତୁରୀ ମୃଗ,କସ୍ତୁରୀର ସୁଗନ୍ଧ କୋଉଠୁ ଆସୁଛି ବୋଲି ଖୋଜିବୁଲେ କିନ୍ତୁ ସେ ଜାଣିପାରେ ନାହିଁ ଯେ ସେହି କସ୍ତୁରୀର ସୁଗନ୍ଧ ତାର ନିଜ ନାଭିରୁ ହିଁ ଆସୁଛି । ଠିକ ସେହିପରି ଏ ସଂସାରରେ ମାନବ ସୁଖ ଖୋଜିବୁଲେ କିନ୍ତୁ ସେ ଜାଣି ପାରୁନି ଯେ ସେହି ସୁଖ ତାର ନିଜ ଅନ୍ତରରେ ହିଁ ଲୁଚିକି ରହିଛି
ଜୀବନର ରଙ୍ଗ ସବୁପ୍ରକାରର ଅଭିଜ୍ଞତାକୁ ଦେଇଚାଲିଗଲା କିନ୍ତୁ ଜଣାପଡିଲା ନାହିଁ ଯେ ସେହି ଅଭିଜ୍ଞତା ଖୁସିର ଥିଲା ନା ବେଦନାର ଥିଲା କାରଣ ନିଷ୍କ୍ରିୟ ଜୀବନରେ ଖୁସି ଆଉ ବେଦନାର କୌଣସି ମହତ୍ୱ ନଥାଏ ।